ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା : ପୁଅକୁ ନିର୍ମମ ଭାବେ ହତ୍ୟା କଲା ବାପା

ଥାଣେ: ସ୍ୱାମୀ-ସ୍ତ୍ରୀ ଝଗଡ଼ା ମଧ୍ୟରେ ବଳି ପଡିଲା ପୁଅ। ନିର୍ମମ ଭାବେ ହତ୍ୟା କଲା ବାପା। ହତ୍ୟା ପଛର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଦମ୍ପତ୍ତିଙ୍କ ମଧ୍ୟରେ ହେଉଥିବ ଝଗଡା ହିଁ ହତ୍ୟାର କାରଣ ବୋଲି ସନ୍ଦେହ କରୁଛି ପୁଲିସ। ପାଟିରେ କାଗଜ ଭର୍ତ୍ତି କରି ଅଭିଯୁକ୍ତ ବାପା ୯ବର୍ଷିୟ ପୁଅର ହତ୍ୟା କରିଥିବା ଜଣାପଡିଛି।ମିଳିଥିବା ସୂଚନା ମୁତାବକ, ପାରିବାରିକ କଳହ ପରେ ଅଭିଯୁକ୍ତ ବ୍ୟକ୍ତି ଏବଂ ତାଙ୍କ ପତ୍ନୀ … Continue reading ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା : ପୁଅକୁ ନିର୍ମମ ଭାବେ ହତ୍ୟା କଲା ବାପା